କଣିହାଁ ବ୍ଲକ ବିରୁ ଗ୍ରାମର ବାସିନ୍ଦା କପିଳେଶ୍ଵର ପ୍ରଧାନ ଅସୁସ୍ଥ । କିମସ ମେଡିକାଲରେ ଚାଳିଛି ଚିକିତ୍ସା। ଖବର ପାଇଁ ମେଡିକାଲରେ ପହଞ୍ଚି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ ପାଲଲହଡା ବିଧାୟକ ଅଶୋକ ମହାନ୍ତି। ଆଜି ସନ୍ଧ୍ୟା 6 ଟାରେ ବିଧାୟକ ମେଡିକାଲ ଯାଇଁ ଅସୁସ୍ଥ କପିଳେଶ୍ୱରଙ୍କୁ ସାକ୍ଷାତ କରି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ।