ଅନୁଗୋଳ: କଙ୍କରେଇ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର
Anugul, Angul | Nov 14, 2025 ସୂଚନା ମୁତାବକ ନିଶା ଥାନା ଅନ୍ତର୍ଗତ ଅନୁଗୋଳ ଛେଣ୍ଡିପଦା କଙ୍କରେଇ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ କଙ୍କରେଇ ଗ୍ରାମର ସ୍ଵର୍ଗତ କନ୍ଦର୍ପ ଦେହୁରୀ ଙ୍କ ପୁଅ ଚନ୍ଦନ ଦେହୁରୀ କୌଣସି କାର୍ଯ୍ୟରେ ଏକ ବାଇକ୍ ରେ ନିଶା ଅଞ୍ଚଳ କୁ ଆସିଥିଲେ ସନ୍ଧ୍ୟା ୬ଟା ସମୟରେ ତାଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କାଦେଇ ଫେରାର ହୋଇଯାଇଛି। ଚନ୍ଦନ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡିଥିବାର ସ୍ଥାନିୟ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛ