ବୀରମହାରାଜପୁର: ମହାଦେବପାଲି ପଂଚାୟତର ପଣ୍ଡକିଟାଲ ଖେଳ ପଡିଆ ନିକଟରେ ଏକ ପେଡ ମାଁ କେ ନାମ କାର୍ଯକ୍ରମ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଲ
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପଂଚାୟତର ପଣ୍ଡକିଟାଲ ଖେଳ ପଡିଆ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ 11ଟା30 ମିନିଟ ସମୟରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଣତି ମହାକୁର ତତ୍ୱାବଧନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୂ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ କର୍ତ୍ତାଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ହୋତା ଯୋଗଦେଇଥିଲେ l ଏହି ସାମୁହିକ ଭାବରେ ଶହେରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଔଷଧୀୟ ଚାରା ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ର