କୁମେର ଠାରେ ଆଠ ଟିକିଆ ହାତୀ ପଲ , ନଷ୍ଟ କଲେ ଧାନ ଫସଲ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ବୀରସିଂଗଡ ପଞ୍ଚାୟତ କୁମେର ଗ୍ରାମ ନିକଟରେ ବୁଧବାର ସକାଳେ ଆଠ ଟିକିଆ ହାତୀ ପଲ ଚଳ ପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ହାତୀ ପଳ ମାନେ ଆସି ଅଞ୍ଚଳର ଅମଳକ୍ଷମ ଧାନ ଫସଲ ନଷ୍ଟ କରୁଥିବା ସୂଚନା ମିଳିଛି । ହାତୀ ପଳ ଆଜି ମୋହନ ଡେରା ଅଞ୍ଚଳରୁ ରମା ଜଂଗଲ ମଧ୍ୟ କୁ ଯାଇଥିବା ଜଣାପଡିଛି ।