ନବରଙ୍ଗପୁର ପୋଲିସ ଷ୍ଟେସନ: କୋଟାଗାଁ, କୋଇଲାରି ଏବଂ ପଖନାଗୁଡାରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ସାଂସଦ
ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲାର କୋଟାଗାଁ, କୋଇଲାରି ଏବଂ ପଖନାଗୁଡାରେ ଗ୍ରାମରେ ଅନୁଷ୍ଠିତ ଗଜ ଲକ୍ଷ୍ମୀ ପୂଜାରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ନବରଙ୍ଗପୁର ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ସାଂସଦ ପ୍ରତିନିଧି ସୁରେଶ ପାତ୍ର ଏହି ଗ୍ରାମ ଗୁଡିକରେ ଅନୁଷ୍ଠିତ ହୋଇଥିବା ଗଜ ଲକ୍ଷ୍ମୀ ପୂଜା ଦର୍ଶନ କରିବା ସହ ଅଞ୍ଚଳର ସୁଖ ସମୃଦ୍ଧି ପାଇଁ ପୂଜା ପଦ୍ଧତି କରିଥିଲେ l ଏବଂ ପ୍ରତେକ ଗ୍ରାମରେ ରହିଥିବା ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ଯାହାକି ରାସ୍ତାଘାଟ ସମସ୍ୟା, ପାନୀୟ ଜଳ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ l