ବାଲିଗୁଡା କୁ ସର ବିଧାୟକ ଙ୍କ ଗସ୍ତ, ଏହି ଗସ୍ତ ଟି ଗୁରବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ କରିଥିବା ବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଂର ଙ୍କ ସହ ସାଂଗଠନିକ ଉପରେ ଆଲଚନା କରିଛନ୍ତି, ଏହି ଆଲଚନା ସମୟରେ ବାଲିଗୁଡା ବିଧାନସଭା ମଣ୍ଡଳୀ ର କଡିନେଟର ତଥା ରାଜ୍ୟ କାଯ୍ୟକାରୀଣି ସଦସ୍ୟ ଶ୍ରୀ ଟୁନା ଦାସ, ଜିଲ୍ଲା କଡିନେଟର ଚିତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ