କେନ୍ଦୁଝର ସହର: ଘଟଗାଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ବାଲି ଚାଲାଣ, ମହିଳା ବନ କର୍ମଚାରୀ ଟ୍ରାକ୍ଟରକୁ ଅଟକାଇବା ବେଳର ଭିଡିଓ ଭାଇରାଲ
କେନ୍ଦୁଝର ଜିଲ୍ଲାର ଘଟଗାଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବରେ ଟ୍ରକଟର ରେ ବାଲି ଚାଲାଣ ହେଇଥିବା ବେଳେ କାର୍ଯ୍ୟରତ ଜଣେ ମହିଳା ବନ କର୍ମଚାରୀ ଟ୍ରକଟର ଟିକୁ ଅଟକାଇବାକୁ ଚେଷ୍ଟା କରୁଛି। ଅଥଚ ଟ୍ରକଟର ଡ୍ରାଇଭର ବାଲି କୁ ଢାଳି ଦେଇ ସେଠାରୁ ମାରୁଛି ଛୁ। ରବିବାର ଅପରାହ୍ନରେ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।