ବୀରମହାରାଜପୁର: ଡଭଲା ଗ୍ରାମରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ , ସାମିଲ ହେଲେ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ
Biramaharajpur, Subarnapur (Sonepur) | Aug 31, 2025
ବିନିକା ଥାନା ଅନ୍ତର୍ଗତ ଡଭଲା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପୂଜା କମିଟି...