ସୋନପୁର: ସୁବଳୟାରେ ଆଲୋକର ପର୍ବ ଦୀପାଳି ପାଳନ
ଆଜି ଆଲୋକର ପର୍ବ ଦୀପାବଳି ହୋଇଥିବା ବେଳେ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ସମସ୍ତ ସ୍ଥାନରେ ବଡ ଧୁମ ଧାମରେ ପାଳନ ହୋଇଛି ଏହି ପର୍ବ ସମସ୍ତ ଘରେ ମାଁ ଧନ ଲକ୍ଷ୍ମୀଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ, ସମସ୍ତ ବାଣୀଜିକ ଅନୁଷ୍ଠାନ ରେ ମଧ୍ୟ ପୂଜା ପାଇଛନ୍ତି ମାଁ ଧନଲକ୍ଷ୍ମୀ l ଆଜିର ଦିନରେ ମାଁ ଧନ ଲକ୍ଷ୍ମୀଙ୍କୁ ପୂଜାର୍ଚନା କଲେ ବରସକ ଯାକ ଧନ ଧାନ୍ୟରେ ପରିବାର ପରିପୂର୍ଣ ହୋଇଥାଏ ବୋଲି ଧର୍ମୀୟ ବିଶ୍ୱାସ ଥିବା ବେଳେ , ଆଜିର ଦିନକୁ ଚାହିଁ ରହିଥାନ୍ତି ଲୋକେ l ତେବେ ଏହି ଦିନ ସନ୍ଧ୍ୟାରେ ଆତସାବାଜିର ପରମ୍ପରା ଥିବା ବେଳେ, ଲୋକ