ଲୋଇସିଂହା: ଆଗଲପୁରରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି
ଆଗଲପୁରରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଗଲପୁର ଗ୍ରାମରେ ସର୍ପ ଦଂଶନରେ ଜଣେ ଚାଷୀ ଆହତ ହୋଇଛନ୍ତି । ଆହତ ହୋଇଥିବା ଚାଷୀ ହେଲେ ହେମ ପ୍ରଧାନ । କ୍ଷେତରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେକୁ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲରେ ଆଜି ଅପରାହ୍ନ 5ଟା ସମୟ ରେ, ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି