ବାଙ୍ଗିରିପୋଷି: ବାଙ୍ଗିରିପୋଷି ବ୍ଲକ ବିଜୁ ଜନତା ଦଳର ନେତା ତଥା ସମଜସେବୀ ଲଲ ମହାନ୍ତିଙ୍କ ଧର୍ମପତ୍ନୀଙ୍କୁ ଡ଼ାକ୍ତରଖାନା ରେ ଭେଟିଲେ ସୁଦାମ ମାରାଣ୍ଡି।
ବାଙ୍ଗିରିପୋଷି ବ୍ଲକ ବିଜୁ ଜନତା ଦଳର ନେତା ତଥା ସମଜସେବୀ ଲଲ ମହାନ୍ତିଙ୍କ ଧର୍ମପତ୍ନୀ ହୃଦରୋଗ ଅସ୍ତ୍ରପ୍ରଚାର ନିମନ୍ତେ ଭୁବନେଶ୍ୱର ସ୍ଥିତି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଅଛନ୍ତି।ଖବର ପାଇ ଆଜି ଦିବା 4 ଘଟିକା ସମୟରେ ହସ୍ପିଟାଲ କୁ ଜାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛି ଏବଂ ତାଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ପୂର୍ବତନ ବାଙ୍ଗିରିପୋଷି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମା ମାରାଣ୍ଡି।