ମାଲକାନଗିରି: ପୋଡଘାଟ ପଞ୍ଚାୟତ ରେ ଚାଷୀଙ୍କ ପାଇଁ ୟୁରିଆ ସାର ଅଭାବ, ସମାଧାନ ପାଇଂ ଦାବି କରି ପ୍ରତିକ୍ରିୟା ରଖିଲେ ଚାଷୀ
Malkangiri, Malkangiri | Aug 23, 2025
ସାରା ରାଜ୍ୟରେ ବର୍ତ୍ତମାନ ସାର ଅଭାବ ଦେଖା ଦେଇଥିବା ବେଳେ ଏହା ଚାଷୀଙ୍କ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ଚାଷୀ ସାର...