ରବିବାର ରାତ୍ର ୯ ଘଟିକା ସମୟରେ ଆଠଗଡ଼ ସହର ଗୋପବନ୍ଧୁ ଛକରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମର ଜଳି ଯାଇଥିବା ଦେଖିବାକୁ ମିଳିଛି,ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକେ ।ଏହି ବଜାର ପ୍ରତିଦିନ ପରି ରବିବାର ମଧ୍ୟ ଚଳ ଚଞ୍ଚଳ ରହିଥିଲା।କିନ୍ତୁ ହଠାତ୍ ଜଳିବାକୁ ଲାଗିଲା ଏହି ବିଦ୍ୟୁତ୍ ଟ୍ରାନ୍ସଫରମର ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକେ । ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ।