କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଦାସୀଗୁଡା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଠାକୁର ଦର୍ଶନ ସାରି ଫୁଲବାଣୀ ରୁ ବାଲିଗୁଡ଼ା ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ଅଟୋଯାତ୍ରୀ ଙ୍କ ମୃତ୍ୟୁ, ହଠାତ୍ ମହିଳା ଙ୍କୁ ବାନ୍ତିଲାଗିବାରୁ ଗାଡି ରେ ବସି ବାନ୍ତି କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ପିଟି ଦେବାରୁ ମୁଣ୍ଡରେ ଆଘାତଲାଗିବାରୁ ମହିଳା ଜଣକ ଙ୍କ ଘଟଣା ସ୍ଥଳ ରେ ମୃତଘଟିଛି,ମୃତ ମହିଳା ହେଲେ ବାଲିଗୁଡ଼ା ପଣସପଡ଼ି ର ନମିତା ନାୟକ, ଘଟଣା ସ୍ଥଳରେ ସାରଙ୍ଗଡ ପୋଲିସ ର ତଦନ୍ତକରୁଛି, ମୃତ ମହିଳା ଜଣକ ତିନୋଟି ସନ୍ତାନ ର ମାଆ ବୋଲି ଜଣା ପଡିଛି, ଏହି ଦୁଃଖଦ ଖବର ପରେ