ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୫ ସ୍ଥିତ ପାନ୍ଥ ନିବାସ ଠାରେ ସ୍ୱଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ରବିବାର ସନ୍ଧ୍ୟା ୮ ଘଟିକା ସମୟରେ ସେକ୍ଟର ୫ ସ୍ଥିତ ପାନ୍ଥନିବାସ ଠାରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ୱଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସ୍ୱଦେଶୀ ମେଳା ଆସନ୍ତା ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୫ ତାରିଖ ୨୦୨୫ପଯ୍ୟନ୍ତ ସେକ୍ଟର ୧୩ ସ୍ଥିତ ମେଲଣ ପଡିଆ ରେ ୧୨ ଦିନ ପଯ୍ୟନ୍ତ ଅନୁଷ୍ଠିତ ହେବ।