ବୌଦ୍ଧ ସଦର: ବୌଦ୍ଧରେ କଂଗ୍ରେସର 12 ଘଣ୍ଟିଆ ଓଡିଶା ବନ୍ଦ, ବାଘଗୁଡା ଛକରେ ରାସ୍ତା ଉପରେ ବସିଲେ କଂଗ୍ରେସ ନେତା
Baudh Sadar, Boudh (Bauda) | Jul 17, 2025
ଗୁରୁବାର ବୌଦ୍ଧ ସହର ବାଘଗୁଡା ଛକ ଠାରେ ବାଲେଶ୍ବର ଫକିର ମୋହନ କଲେଜର ମୃତ ଛାତ୍ରୀକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ଦେଇଥିବା 12 ଘଣ୍ଟିଆ...