ବରଗଡ: ହଳଦୀପାଲି ଛକରେ ମଦ ପିଇ ଗାଡ଼ି ଚଳାଉ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସଦର ପୋଲିସର ସୂଚନା ପ୍ରଦାନ
Bargarh, Bargarh (Baragarh) | Aug 22, 2025
ମଦ ପିଇ ଗାଡି ଚଲାଉ ଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଦର ପୋଲିସ | ଶୁକ୍ରବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଏନେଇ ସୂଚନା ଦେଲା...