ଉମରକୋଟ: ପିପଲ ପଦର ଛକ ନିକଟରେ ଦୁଇ ମଟର ସାଇକେଲ ମୁହାଁମୁହିଁ ତିନି ଗୁରୁତର
ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ସୁଜିତ ସରଦାର ନାମକ ଜଣେ ବ୍ୟକ୍ତି ସିଂସାରି ରେ ମାଛ ବିକ୍ରି ସାରି ବାଇକ ଯୋଗେ ନିଜ ଘର ଖୁଟୁଗୁଡା କୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହଁମୁହିଁ ଧକ୍କା ହୋଇଥିଲା।ଆହତ ଦୁଇଟି ଗାଡିର ୪ ଜଣ ବ୍ୟକ୍ତି ଙ୍କୁ ବର୍ତମାନ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି। ୩ ଜଣ ଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସାଧାରଣ ଅଛନ୍ତି।ଗୋଟିଏ ବାଇକ ରେ ମୁନୁ ଭତ୍ରା, ଉଲଧର ପୂଜାରୀ, ଘାସି ପୂଜାରୀ ନିଜ ଘରକୁ ଯାଉଥିବା ବେଳେ ଅନ୍ୟ ଏକ ବାଇକ ରେ ସୁଜିତ ସରଦାର ମାଛ ବିକ୍ରି କରି ନିଜ ଗ୍ରାମ ଖୁଟୁଗୁଡା କୁ ଫେରୁଥିଲ