Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ପଟ୍ଟାଙ୍ଗୀ: ସେମିଳିଗୁଡା ବ୍ଳକ ୨୬ ନମ୍ୱର ଜାତୀୟ ରାଜପଥର କୁତୁଗାଁ ନିକଟରେ କାଠ ବୋଝେଇ ଟ୍ରକ ଦୁର୍ଘଟଣା, ଡ଼୍ରାଇଭର ଆହତ

Pottangi, Koraput | Oct 20, 2025
ପଟାଙ୍ଗି ନିର୍ବାଚନ ମଣ୍ଡଳୀ ସେମିଳିଗୁଡା ବ୍ଳକର କୁତୁଗାଁ ଛକ ନିକଟରେ ଏକ କାଠ ବୋଝେଇ ଟ୍ରକ ଦିନ ୧ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଆହତ ହୋଇ ମେଡିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳ ରେ ସେମିଳିଗୁଡା ପୋଲିସ୍ ପହଞ୍ଚି ରାଜପଥକୁ ସ୍ଵାଭାବିକ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

MORE NEWS