ଗୋପାଳପୁର: ଆଜି ବି ପର୍ଯ୍ୟଟକଙ୍କୁ ମନା ରହିଲା ଗୋପାଳପୁର ବେଳାଭୂମି
ବାତ୍ୟା ଦାନା ବିଳମ୍ବିତ ରାତ୍ରରେ କେନ୍ଦ୍ରାପଡ଼ା ଓ ଧାମରା ଅଞ୍ଚଳରେ ତାର ପ୍ରଭାଵ ଦେଖେଇଥିବା ବେଳେ ଗୋପାଳପୁରରେ ଦାନାର କୌଣସି ପ୍ରଭାବ ପଡିନଥିବା ଜଣାପଡିଥିଲା l ତଥାପି ଆଜି ବି ଗୋପାଳପୁର ବେଳାଭୂମି କୁ କୌଣସି ପର୍ଯ୍ୟଟକ ଏବଂ ମାଛ ଧରାଳି ମାନଙ୍କୁ ସମୁଦ୍ର ଅଂଚଳକୁ ଯିବାକୁ ବାରଣ କରାଯାଇଛି l