ଫୁଲବାଣୀ ସହର: ଜି ଉଦୟଗରି ଥାନା ଅଞ୍ଚଳ ରେ ଜଣେ ନାବାଳିକା ନିଖୋଜ ନେଇ ପରିବାର ବର୍ଗ ପକ୍ଷରୁ ଜି ଉଦୟଗିରି ଥାନାରେ ଅଭିଯୋଗ
ଜି ଉଦୟଗରି ଥାନା ଅଞ୍ଚଳ ରେ ଜଣେ ନାବାଳିକା ନିଖୋଜ ନେଇ ପରିବାର ବର୍ଗ ପକ୍ଷରୁ ଜି ଉଦୟଗିରି ଥାନାରେ ଅଭିଯୋଗ।ପରିବାର ଲୋକେ ବହୁ ସ୍ଥାନରେ ଖୋଜି ନ ପାଇବାରୁ ଥାନାରେ ଅଭିଯୋଗ ପରେ ଜି ଉଦୟଗିରି ପୋଲିସ 213 /2025 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।