ପଟ୍ଟାଙ୍ଗୀ: ମଣ୍ଡଳଗୁଡା ଗ୍ରାମରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା
ଆଜି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମ୍ବାଇ ଗ୍ରାମପଞ୍ଚାୟତର ମଣ୍ଡଳଗୁଡା ଗ୍ରାମର ଶ୍ରୀ ଶୁକ୍ରା ଖରାଙ୍କ ଭାଇ ସ୍ଵର୍ଗତଃ ଧନ ଖରାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ଏହା ସହ ପରିବାର ଲୋକଙ୍କ ଦୁଃଖରେ ସମଦୁଃଖୀ ହୋଇ ବିଧାୟକ ରାମଚନ୍ଦ୍ର କାଡାମ ସମବେଦନା ଜଣାଇଥିବା ସଂଧ୍ଯା ୫ଟା ସମୟରେ ବିଧାୟକଙ୍କ ତରଫରୁ ସୂଚନା।