ଭଞ୍ଜନଗର: ଗଂଜାମ ଜିଲ୍ଲା ତାରାସିଙ୍ଗି ପୋଲିସ ପ୍ରଶାସନ ପକ୍ଷରୁ ଏକ ଚୋରି ମୋବାଇଲକୁ ଜବତ କରାଯାଇ ନିଜ ମାଲିକାନାକୁ ହସ୍ତାନ୍ତର କରାଯାଇଛି ।
ଗଂଜାମ ଜିଲ୍ଲା ତାରାସିଙ୍ଗି ପୋଲିସ ପ୍ରଶାସନ ପକ୍ଷରୁ ଏକ ଚୋରି ମୋବାଇଲକୁ ଜବତ କରାଯାଇ ନିଜ ମାଲିକାନାକୁ ହସ୍ତାନ୍ତର କରାଯାଇଛି । ଏ ନେଇ ଅ।ଜି ଦିନ 4 ଘଣ୍ଟ ସମୟରେ ତାରାସିଙ୍ଗି ପୋଲିସ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ମୋବାଇଲ ଚୋରି ହୋଇଥିବା ନେଇ ଗଲା 5 ଦିନ ତଳେ ମହିଳା ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ପ୍ରଶାସନ ମଧ୍ୟ ଏକ ମାମଲା ରୁଜୁ କରି ଚୋରି ମୋବାଇଲକୁ ଉଦ୍ଧାର କରିବା ସହ ମାଲିକାନାକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।