ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ NALCO ଅଧିକାରୀଙ୍କ ସହ ଜିଲ୍ଲାପାଳ ଙ୍କ ଆଲୋଚନା
ନାଲକୋ ର ବିଭାଗୀୟ ଅଧିକାରୀ ମାନେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଡ଼ ମାହେଶ୍ୱର ସ୍ୱାଇଁ ଙ୍କୁ ସାକ୍ଷାତ କରିଥିଲେ l csr ଫଣ୍ଡ ମାଧ୍ୟମରେ ଚଳିତ ବର୍ଷ କିପରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଅଂଚଳରେ ଉନ୍ନତି ହେବ ସେନେଇ ଆଲୋଚନା ହୋଇଥିଲା l ଅଂଚଳର ଶିକ୍ଷା ବ୍ୟବସ୍ତା ର ଉନ୍ନତି, ସ୍ୱାସ୍ଥ୍ୟ ବ୍ୟବସ୍ତା, infrastructure ରେ ଉନ୍ନତି, କମ୍ୟୁନିଟି ସଶକ୍ତି କରଣ, ଉପରେ କିପରି ସିଏସଆର ମାଧ୍ୟମରେ ଖର୍ଚ୍ଚ ହେବ ଜିଲ୍ଲାପାଳ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଅଧିକାରୀମାନେ l