ପରଜଙ୍ଗ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ବାଞ୍ଚେଶ୍ବର ନାଟ୍ୟ ପରିଷଦ ପକ୍ଷରୁ ନିର୍ଦ୍ଦେଶକ ଓ ଗ୍ରାମ ସଭାପତିଙ୍କୁ ସମ୍ବର୍ଦ୍ଧନା
Parajang, Dhenkanal | Nov 22, 2024
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ବାଞ୍ଚେଶ୍ବର ନାଟ୍ୟ ପରିଷଦର କଳାକାର ମାନେ ପରଜଙ୍ଗ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଅପରାହ୍ନ ୫ଟାରେ...