ଅତାବିରା: କୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ ,ଯୋଗ ଦେଲେ ଏବିଇଓ
Attabira, Bargarh (Baragarh) | Sep 6, 2025
ଶନିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲୁଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସି.ଆର.ସି.ସି. ନନ୍ଦିଘୋଷ ଭୁଏ...