ଟାଙ୍ଗୀ: ଆଇନ ମନ୍ତ୍ରୀଙ୍କ ଗ୍ରସ୍ତ
କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟରେ ମନ୍ତ୍ରୀ ପଦ ପାଇବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜିଦିନିଗ୍ରସ୍ତ।@
Tangi, Khordha | Jul 6, 2024 : ଆଇନ ମନ୍ତ୍ରୀଙ୍କ ଗସ୍ତ. .କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟରେ ମନ୍ତ୍ରୀ ପଦ ପାଇବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଆଜି ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି....ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ପ୍ରଥମେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃ ବିହାର କାଳୁପଡା ଘାଟ ଗସ୍ତରେ ଆସିଛନ୍ତି....ଏହି ଅବସରରେ କାଳୁପଡା ଘାଟ ବଜାରରେ ଦଳୀୟ କର୍ମୀ ମାନେ ନିଜ ନେତାଙ୍କୁ ପାଖରେ ପାଇ ଆତ୍ମ ବିଭୋର ହୋଇ ଯାଇଛନ୍ତି... କଳକଳେଶ୍ଵର ଗ୍ରାମ ପଞ୍ଚାୟତ ସରପଞ ଜ୍ୟୋସ୍ନାରାଣୀ ଜେନା... ଜର