ଡାବୁଗାଁ: ଏଲ ଏଫ ୱାକିସ ନାମକ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ଡାବୁଗାଁ ଥାନାର ଦ୍ୱରାସ୍ତ ହେଲା ଡଙ୍ଗରୀଗୁଡା ଗ୍ରାମବାସୀ
ଡାବୁଗାଁ ଥାନାର ଦ୍ୱରାସ୍ତ ହେଲା ଡଙ୍ଗରୀଗୁଡା ଗ୍ରାମବାସୀ ସୂଚନପ୍ରକାରେ ଗତ ସେପ୍ଟେମ୍ବର ମାସରେ କୋଡେଙ୍ଗା ଥାନା ଅଧିନ ଜଣେ ଯୁବଙ୍କ ଏଲ ଏଫ ୱାକିସ ନାମକ କମ୍ପାନୀ ର ମେନେଜର କହି ବିଜାପୁର ନିକଟ ଡଙ୍ଗରୀଗୁଡ କୁ ଯାଇ ସେଠାକାର ଯୁବକ ମାନଂକୁ ଟଙ୍କା ଡବଲ ହେବାର ପ୍ରଲ୍ହବନ ଦେଖାଇ ସେହି ଅନଲାଇନ ସଂସ୍ଥା ରେ ପଇସା ବନ୍ଦିବାକୁ କହିଥିଲା। ଆଖ ପାଖ ଅଂଚଳର କିଛି ଯୁବଙ୍କ ଟଙ୍କା ମଧ୍ୟ ବାନ୍ଧିଥିଲେ। ଏଭଳି ଏହି କମ୍ପାନୀ ରେ ଡାବୁଗାଁ ଥାନା ଅଧିନ ବିଭିନ୍ନ ଗ୍ରାମରୁ ମୋଟ 11ଲକ୍ଷ୍ୟ 23ହଜାର ଟଙ୍କା ଠକେଇ କରିଥିବ ଅଭିଯୋଗ ହୋଇଛି।