ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ପ୍ରାୟ ୧୨ ଟାରେ ଅନୁଷ୍ଠିତ ହୋଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ନି ନିରାପତ୍ତା ନେଇ ସଚେତନ କରାଯାଇଛି। ଅଗ୍ନିକାଣ୍ଡ ଘଟଣା ଘଟିଲେ କିପରି ସମସ୍ତଙ୍କୁ ସୁରକ୍ଷିତ ସହ ଉଦ୍ଧାର କରିହେବ ସେନେଇ ସଚେତନ କରାଯାଇଛି।