ବେତନଟୀବଜାର ଉପକଣ୍ଠ ସଠିଲେ ପଞ୍ଚାୟତ ଅଧୀନ କଲେଜରୋଡ ଅଞ୍ଚଳର ଜନୈକଯୁବକ ହେଭିଡ୍ରାଇଭିଂ ଲାଇସେନ୍ସ କରିବାକୁ ଭୁବନେଶ୍ୱର ଯାଉଛିକହି ଗତ ୫ତାରିଖରୁ ଘରୁବାହାରି ଆସିଥିବାବେଳେ ମୋବାଇଲ ସୁଇଚଅଫ କରି ନିଖୋଜହେବା ଘଟଣାରେ ପରିବାରବର୍ଗ ଙ୍କ ଏତଲକ୍ରମେ ମଙ୍ଗଳବାର ରାତି ୯ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ବେତନଟୀ କଲେଜରୋଡସ୍ଥିତ ଗୋପାଳ ନାଥଙ୍କ ପୁଅ ଶମ୍ଭୁଆ ଓରଫ ସୋମନାଥ ନାଥ ଘରୁ ବାହାରିବାପରେ ନିଖୋଜ ହୋଇଯାଇଥିଲେ l