କଟକ ପୌରାଞ୍ଚଳ: କଟକ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଏହାର ସେଡ ଭୁଶୁଡ଼ି ପଡ଼ିଛି
Cuttack M Corp PS, Cuttack | Aug 27, 2025
କଟକ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି, ବୁଧବାର ଦିନ ୪ଟାରେ ରେଳ ଷ୍ଟେସନ୍ ପ୍ଲାଟଫର୍ମ ରେ ଲାଗିଥିବା ସେଡ୍ ଭୁଶୁଡ଼ି...