ଗୋପାଳପୁର: ପଦାଦିଗୀ ପଞ୍ଚାୟତରେ "ଏକ ପେଡ୍ ମା କେ ନାମ" କାର୍ଯ୍ୟକ୍ରମ, ଯୋଗଦେଲେ ୨ ମନ୍ତ୍ରୀ
ଗୋପାଳପୁର ନିକଟସ୍ଥ ପଦାଦିଗୀ ପଞ୍ଚାୟତରେ "ଏକ ପେଡ୍ ମା କେ ନାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଂଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଖଣି ଇସ୍ପାତ୍ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଯୋଗଦେଇଥିଲେ।