ନବରଙ୍ଗପୁର ପୋଲିସ ଷ୍ଟେସନ: ଉମରୀଗ୍ରାମ ଠାରେ ରେ ଚାଲିଛି ମା ଶ୍ୟାମକାଳୀଙ୍କ ପୂଜା ଯୋଗଦେଲେ ନବରଙ୍ଗପୁର ବିଧାୟକ
ଧରାପୃଷ୍ଟରେ ଅବତାରଣା କରିଛନ୍ତି ଦୁଃଖ ବିନାଶିନୀ ମା ଶ୍ୟାମକାଲି l ସବୁଆଡେ ମା ଙ୍କ ପୂଜା ବହୁ ଆଢ଼ମ୍ବରରେ ଚାଲିଛି l ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତ ର ଉମରି ଗ୍ରାମ ଠାରେ  ରୀତିନୀତି ଅନୁସାରେ ମାଙ୍କ ପୂଜା ଚାଲିଥିବା ବେଳେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ମା ଶ୍ୟାମ କାଳୀଙ୍କୁ ପୂଜା ପଦ୍ଧତି କରିଥିଲେ l ଆଖ ପାଖ ଅଞ୍ଚଳର ସହ ସହ ଭକ୍ତ ମାନଙ୍କ କୃପା ପାଇବା ପାଇଁ ଏଠାରେ ଆସି ଦର୍ଶନ କରିବା ସହ ପ୍ରସାଦ ସେବନ କରିଛନ୍ତି l