ରେଢାଖୋଲ: ଗାଡୁମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ ଓ ଅନିୟମିତତା ହୋଇଥିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ
ଗାଡୁମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ ଓ ଅନିୟମିତତା ହୋଇଥିବା ନେଇ ବୁଧବାର ସକାଳେ ଗ୍ରାମବାସୀ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ବ୍ଳକ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଭାୟା ଲୁହାପଙ୍କ ଦେଇ ଗାଢୁମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୫କିମି ନିର୍ମାଣ ଧିନ ଆରଡି ରାସ୍ତା ବିନା ସୂଚନା ଫଳକରେ କାମ ହେଉଥିବା ବେଳେ ରାସ୍ତା କାମଟି ନିମ୍ନମାନର ହେଉଥିବା ସହ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ସଂସ୍ଥା ତାର ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଛି ।