Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଲୋଇସିଂହା: ନଅ ଗାଁ କ ରେ ଜବର ଦଖଲ ଉଚ୍ଛେଦ ପ୍ରଶାସନ ଉପସ୍ଥିତିରେ ଭାଙ୍ଗିଲା ଘର ଓ ବାରଣ୍ଡା

Loisinga, Balangir | Nov 4, 2025
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ର ନଅ ଗାଁ (କ) ଗ୍ରାମରେ ଆଜି ଅପରାହ୍ନ ୧ଟା ସମୟ ରେ ପ୍ରଶାସନ ଦ୍ୱାରା ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ହୋଇଛି । ଗ୍ରାମର ବସ ଷ୍ଟାଣ୍ଡ ଠାରୁ ଜଗନ୍ନାଥ ମନ୍ଦିର ଓ କଲେଜ ପର୍ଯ୍ୟନ୍ତ ରାସ୍ତା ଅଣଓସାରିଆ ହୋଇଥିବାରୁ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଅନୁସାରେ ଆଜି ପ୍ରଶାସନ ଉପସ୍ଥିତିରେ ଜେସିବି ଲଗାଇ ଘର ଓ ବାରଣ୍ଡା ଭାଙ୍ଗି ଦିଆଯାଇଛି।ଏହା ଫଳରେ ରାସ୍ତା ପ୍ରସ୍ତ ହୋଇ ଚାରିଚକିଆ ଓ ଦୁଇଚକିଆ ଯାନ ଚଳାଚଳ ସୁବିଧା ହେବ । ଉଚ୍ଛେଦ ପାଇଁ ପୂର୍ବରୁ ୩ ମାସ ହେବ ନୋଟିସ ଦିଆଯାଇଥିଲା ।

MORE NEWS