ଭଟଲି: ଭଟଲି ବ୍ଳକ ସଭାଗୃହ ରେ ଗ୍ରାମ ପଞ୍ଚାୟତରେ ସାମାଜିକ ସୁରକ୍ଷାବ୍ୟବସ୍ଥା ର ସଶକ୍ତିକରଣ
ଭଟଲିବ୍ଳକସଭାଗୃହରେ ଗ୍ରାମପଞ୍ଚାୟତରେସାମାଜିକସୁରକ୍ଷାବ୍ୟବସ୍ଥା ର ସଶକ୍ତିକରଣ ଭଟଲି ବ୍ଲକ ର ସଭାଗୃହରେ ଏକ ଦିବସୀୟ ଗ୍ରାମ ପଞ୍ଚାୟତରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ର ସଶକ୍ତିକରଣ ଉପରେ ପ୍ରଶିକ୍ଷଣ ଶିବିର ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତା ରେ ଆଜି ଦିନ୧୧ଟାରେ ଆରମ୍ଭ ହୋଇଥିଲା ଏଥିରେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ଆଇସିଡ଼ିଆସ ସୁପର ଭାଇଜର ଅନିତା ପୁରୋହିତ, ଯୋଗାଣ ନିରୀକ୍ଷକ ସାନ୍ତାକାର ପଧାନ,ବିଏଏସଏସଓ ଆଶିଷ ନାୟକ, ଲେବରଅଫିସର ତାନିଆ ଠାକୁରପ୍ରମୁଖଯୋଗଦାନ କରି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବୁଝାଇଥିଲେ।