ଝାରସୁଗୁଡା: ହରିଓମ୍ ବିହାର କଲୋନୀ ଠାରେ ଏକତ୍ରିତ ହୋଇ ଦୁଇ ଶହରୁ ଉର୍ଦ୍ଧ ପରିବାର ପାଳିଲେ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି
Jharsuguda, Jharsuguda | Apr 14, 2025
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୋୖର ପରିଷଦ ୱାର୍ଡ ନମ୍ବର ୧୯ ଓ ୨୦ ହରି ଓମ୍ ବିହାର କଲୋନୀ ଠାରେ ଆଜି ରାତି ସାଢ଼େ ଆଠଟା ସମୟରେ ଏକତ୍ରିତ...