ବଲାଙ୍ଗୀର: ନୁଆଁଖାଇ ସରିଗଲା,ମିଳିଲା ନାହିଁ ଦରମା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ GPLF କର୍ମି
Balangir, Balangir | Sep 8, 2025
ନୁଆଁଖାଇ ସରିଗଲା... କିନ୍ତୁ ଦରମା ମିଳିଲା ନାହିଁ—ଏହି ଅଭିଯୋଗକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଜିଲ୍ଲା ସ୍ତରୀୟ GPLF ମିଶନ୍...