ଡାବୁଗାଁ: ପାଲିଆ  ବ୍ରିଜ ନିକଟରେ ବାଇକ ଦୁର୍ଘଟଣାରେ ୪ଜଣ ଆହତ
ଡାବୁଗାଁ ଠାରୁ ଝରୀଗାଁ ଯିବା ରାସ୍ତାରେ ପାଲିଆ  ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକା ହେଲା ଏବଂ ଦୁର୍ଘଟଣା ପରେ ନିଶାସକ୍ତ ଯୁବକ ବାଇକ କୁ ନେଇ ଘଟଣା ସ୍ଥଳରୁ ଚାଲିଯାଇଥିଲା ଏବଂ ଆନ୍ୟ ବାଇକରେ ଥିବା 3ଜଣ ଆହତଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ଉଦ୍ଧାର କରି ମେଡିକାଲ କୁ ପଟେଇଥିଲେ