Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଋଣ ମେଳା ଅନୁଷ୍ଠିତ, ଏହି ଅବସରରେ ପ୍ରତିକ୍ରିୟା ରଖିଲେ ଆଇଓବି ରିଜୋନାଲ ଅଧିକାରୀ ଖୁରସିଦ ରାବାନି

Kotpad, Koraput | Sep 17, 2025
ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଋଣ ମେଲା ଅନୁଷ୍ଠିତ l ବୁଧୁବାର ଅପରାହ୍ନ ପାଞ୍ଚ ଟା ସମୟରେ ଏନେଇ ପ୍ରତିକ୍ରିୟା ରଖିଲେ ଆଇଓବି ରିଜୋନାଲ ଅଧିକାରୀ ଖୁରସିଦ ରାବାନି l ବ୍ଲକର ମୋଟ 54 ଟି ମହିଳା ଗ୍ରୁପ କୁ ଦୁଇ କୋଟି ଦୁଇ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି l ଯାହାକି ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଧାର ଆସିବା ସହ ସେମାନେ ସ୍ୱାବଲମ୍ବି ହୋଇପାରିବେ ବୋଲି ମତ ରଖିଲେ l

MORE NEWS