ବାଙ୍କୀ: ବିଜେପି କାର୍ଯ୍ୟାଳୟରେ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ ଅନୁଷ୍ଠିତ
Banki, Cuttack | Feb 9, 2024 ବାଙ୍କୀ ବିଜେପି କାର୍ଯ୍ୟାଳୟରେ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଯୋଗଦେଇ ମହିଳା କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଅଭିଯାନରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସହ ମହିଳା କର୍ମୀ ମାନେ ଉପସ୍ଥିତ ଥିଲେ ।