ବ୍ରହ୍ମପୁର MKCG ମେଡିକାଲରେ ଅପରେସନ ବେଳେ ହୋଇଗଲା ଅନ୍ଧାର। ହଠାତ୍ କଟିଗଲା ବିଦ୍ୟୁତ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଘଟଣା ସଂପର୍କରେ ଗୁରୁବାର ପୂର୍ବାହ୍ନରେ ବଡ଼ ମେଡିକାଲରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରୋଗୀଙ୍କ ସଂପର୍କୀୟ।