କଣ୍ଟାମାଳ: ସୁବର୍ଣ୍ଣପୁର ବ୍ଲକ ଛକ ରୁ ଗଂଜେଇ ଜବତ ମନମୁଣ୍ଡା. ଥାନା ଅଞ୍ଚଳର ଯୁବକ ଗିରଫ
ଗଞ୍ଜେଇ_ଜବତ_ଦୁଇ_ଗିରଫ ଆଜି ସକାଳେ ସୋନପୁର ଠାରୁ ସମ୍ବଲପୁର କୁ ସଂଯୋଗ କରୁଥିବା ରାସ୍ତା ସ୍ଥିତ ବ୍ଲକ ଛକ ଠାରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ସୋନପୁର ପୋଲିସ । ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି I ମନମୁଣ୍ଡା ର ଜଣେ ଯୁବକ ଗିରଫ