ବାଲିଗୁଡା ହଟପଦା ସାହି ରେ ଏକ ଦମ୍ପତି ଘରାଲୁ ହିଂସାଲୁ ନେଇ ଥାନା ଦ୍ୱରସ୍ଥ ହଇଛନ୍ତି, ଏହି ଅଭିଯୋଗ ଟି ଗୁରବାର ଅପରାହ୍ନ 4ଘଣ୍ଟିକା ସମୟରେ ଦେଇଛନ୍ତି, ସ୍ୱମୀ ଙ୍କ ସବୁବେଳେ ସନ୍ଦେହ ପାଇଁ କଳିକଜିଆ ଏବଂ ଗଣ୍ଡଗଳ କରି ସ୍ୱମି ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସ୍ତ୍ରୀ, ପୁଲିସ ଅଭିଯୋଗ ପାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି, ତେବେ ଯେହେତୁ ସନ୍ଦେହ ପାଇଁ ଘରାଲୁ ହିଁସା ସୣଷ୍ଠି ହଇଛି ଏଣୁ ଉକ୍ତ ଦମ୍ପତି ଙ୍କ ପରିଚୟ ଦେଵାକୁ ବାରଣ କରାଯାଇଛି