କଟକ ପୌରାଞ୍ଚଳ: ଏସସିବି ମେଡିକାଲରେ କ୍ରାଇମବ୍ରାଞ୍ଚ ଟିମ୍, ଏଫଏମ କଲେଜ ଆହତ ଛାତ୍ରଙ୍କୁ କଲେ ପଚରାଉଚରା, ବୟାନ ରେକର୍ଡ
Cuttack M Corp PS, Cuttack | Jul 17, 2025
କଟକ ଏସସିବି ମେଡିକାଲରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ ପହଞ୍ଚି ଫକୀର ମୋହନ କଲେଜର ଆହତ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳଙ୍କୁ ପଚରାଉଚରା...