ଗଞ୍ଜାମ ଜିଲ୍ଲା ଚାଉଳ ମିଲ୍ସଙ୍ଘ ପକ୍ଷରୁ ଭୋଟ କେନ୍ଦ୍ର ହିଞ୍ଜିଳିକାଟୁ ବ୍ଲକ୍ ଶ୍ୟାମଳାଇ ମନ୍ଦିର ପରିସରରେ ହୋଇଯାଇଅଛି ଏହି କାର୍ଯ୍ୟକ୍ରମ ସକାଳ ୧୦ ଘଣ୍ଟ ସମୟ ରୁ ଆରମ୍ଭ ହୋଇ ସନ୍ଧ୍ୟା ୦୫ ଘଣ୍ଟ ପର୍ଯ୍ୟନ୍ତ ଚାଲୁ ରହିଥିଲା ପରିଶେଷରେ ଭୋଟ ଗଣନା ଅନୁଯାୟୀ ସଭାପତି ଆଶୋକ କୁମାର ମହାନ୍ତି, ଉପସଭାପତି ନିଗମାନନ୍ଦ ମାହାନ୍ତି,ସାଧାରଣ ସମ୍ପାଦକ ପି.ଗୋପାଳ,ସମ୍ପାଦକ ପାତ୍ର ବାବୁ,କୋଷାଧ୍ୟକ୍ଷ ୧ ଦିପକ କୁମାର ଜେନା ନିର୍ବାଚିତ ହୋଇଛନ୍ତି.