ବଲାଙ୍ଗୀର: ଜିଲ୍ଲାରେ ବର୍ଷା, ବଜ୍ରପାତ ଓ ପବନ ପାଇଁ ପାଣି ପାଗ ବିଭାଗର ହଳଦିଆ ସତର୍କତା ଜାରି
ଜିଲ୍ଲାରେ ବଜ୍ରପାତ ସହିତ ବର୍ଷାର ସତର୍କତା ଆସନ୍ତା ୧୭ ସେପ୍ଟେମ୍ବର ସକାଳ ୮ଟା ୩୦ ପର୍ଯ୍ୟନ୍ତ, ବଲାଙ୍ଗିର ଜିଲ୍ଲାରେ ବଜ୍ରପାତ ସହିତ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ମେଟିଓରୋଲଜିକାଲ ସେଣ୍ଟର, ଭୁବନେଶ୍ୱର ପକ୍ଷରୁ 'ହଳଦିଆ ସତର୍କ' ଜାରି କରାଯାଇଛି । ପାଣିପାଗ ବିଭାଗ କହିଛି – କେତେକ ସ୍ଥାନରେ ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ସେହିସହିତ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିପାରେ । ଆଜି ଅପରାହ୍ନ ୨ଟା ସମୟରେ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି