Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୀରମହାରାଜପୁର: ମାଟିଖାଇ ଖେଲପଡିଆଠାରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଥାନା ଅନ୍ତର୍ଗତ ମାଟିଖାଇ ଖେଳ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଫାଇନାଲ ଖେଳରେ ଉଲୁଣ୍ଡାକୁ ଟ୍ରାଇବ୍ରେକାର ଜରିଆରେ 5-4ଗୋଲାରେ ହରାଇ ଆଦିବାସୀ 11ଦଳ ଚାମ୍ପିଅନ ହୋଇଛି l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ ଆଇଆଇସି ଲିଙ୍ଗରାଜ ସେଥି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ମଣ୍ଟୁ ମେହେର ଯୋଗଦେଇ ଯୋଗଦେଇ ବିଜେତା ଆଦିବାସୀ 11 ଏବଂ ଉପବିଜେତା ଉଲୁଣ୍ଡା

MORE NEWS