ସୋନପୁର: ଲଛୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ
Sonapur, Subarnapur (Sonepur) | Aug 18, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛୀପୁର ଗ୍ରାମ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପଂଚାୟତ ସମିତି ସୋନପୁର ତରଫରୁ ଜନଶୁଣାଣି ଶିବିର...