ସୋନପୁର: ଏନ୍ ଜି ଓ ସି ସି ହଲ୍ ଠାରେ ଆନ୍ଦୋଳନ ର ଆଗମୀ କାର୍ଯ୍ଯ ପନ୍ଥା ଓ ରୂପ ରେଖ ଉପରେ ଅମଲା ସଂଘ ର ଏକ ଜିଲ୍ଲା ସମାବେଶ ଅନୁଷ୍ଠିତ ହୋଇ ଯାଇଛି l
Sonapur, Subarnapur (Sonepur) | Aug 19, 2025
ଆଜି ରାଜସ୍ୱ ଅମଲା ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଏନ୍ ଜି ଓ ସି ସି ହଲ୍ ଠାରେ ଆନ୍ଦୋଳନ ର ଆଗମୀ କାର୍ଯ୍ଯ ପନ୍ଥା ଓ ରୂପ...